Meaning : ଇଲୋକ୍ଟ୍ରନିକ୍ ମାଧ୍ୟମରେ ଅଭିଲିଖିତ ତଥା ପ୍ରସ୍ତୁତ ଧ୍ବନି
							Example : 
							ଅନ୍ଧଙ୍କୁ ପଢାଇବା ନେଇ ଶ୍ରବ୍ୟ ବହୁତ ଆବଶ୍ୟକ ବୋଲି ପ୍ରମାଣିତ ହୋଇଛି
							
Translation in other languages :
Meaning : ଯାହା ଶୁଣିବା ଯୋଗ୍ୟ
							Example : 
							ସେ ଯେଉଁଭଳି ଭାଷା ବ୍ୟବହାର କରୁଛି ତାହା ଶ୍ରବଣୀୟ ନୁହେଁ
							
Synonyms : ଶୁଣିବାଯୋଗ୍ୟ, ଶ୍ରବଣୀୟ
Translation in other languages :
Meaning : ଯାହା ଶୁଣାଯାଇପାରିବ
							Example : 
							ତାର ଧୀର ଶ୍ରବଣୀୟ ସ୍ୱରରେ ଏକ ପ୍ରକାରର ମଧୁରତା ଅଛି  ତାର ସ୍ୱର ଧୀର ମନ୍ଥର କିନ୍ତୁ ଶ୍ରବଣୀୟ
							
Translation in other languages :