Meaning : କାହାର ଅନିଷ୍ଟ କାମନା କରି କିଛି କହିବା
							Example : 
							ଋଷି କ୍ରୋଧିତ ହୋଇ ତାଙ୍କୁ ଅଭିଶାପ ଦେଲେ
							
Synonyms : ଅଭିଶାପ ଦେବା, ଅଭିସଂପାତ ଦେବା, ସମ୍ପିବା
Translation in other languages :
किसी की अनिष्ट की कामना से कुछ कहना।
ऋषि ने क्रुद्ध होकर उसे शाप दिया।