Meaning : ଭଲ ଭାବରେ ବା କୁଶଳର ସହିତ
							Example : 
							ସେ ଯାତ୍ରାକରି କୁଶଳପୂର୍ବକ ଫେରି ଆସିଲେ
							
Synonyms : କୁଶଳପୂର୍ବକ, ଠିକ୍ ଠାକରେ, ଠିକ୍ ଭାବରେ, ସୁରକ୍ଷିତରେ
Translation in other languages :
अच्छी तरह से या कुशलता के साथ।
वे यात्रा से सकुशल लौट आए।