Meaning : ଥଣ୍ଡାକାରଣରୁ (ଫସଲର) ଠିକରୂପେ ବିକଶିତ ନହେବା
							Example : 
							ଅଧିକ ଥଣ୍ଡା କାରଣରୁ ଫସଲ ସାଙ୍କୁଡ଼ିଯାଇଛି
							
Synonyms : ବଙ୍କାହେବା, ମୋଡ଼ି ହେବା, ଲୋଚାକୋଚା ହେବା, ସାଙ୍କୁଡ଼ିଯିବା
Translation in other languages :
Meaning : ଉପର ଆଡ଼କୁ ସଙ୍କୁଚିତ ହେବା
							Example : 
							ଥରେ ଧୋଇବାପରେ ହିଁ ଏହି ସ୍ୱେଟର୍ ଜାକି ହୋଇଗଲା
							
Synonyms : ଜାକିହେବା
Translation in other languages :