Meaning : ରାଜା ସଗରଙ୍କ ଜଣେ ପତ୍ନୀ
							Example : 
							ସୁମତି ରାଜା ଅରିଷ୍ଟନେମିଙ୍କ କନ୍ୟା ଥିଲେ
							
Translation in other languages :
An imaginary being of myth or fable.
mythical beingMeaning : ଜଣେ ଦୈତ୍ୟ
							Example : 
							ପୁରାଣରେ ସୁମତି ବର୍ଣ୍ଣନା ମିଳେ
							
Translation in other languages :
Meaning : ଭଲ ବୁଦ୍ଧି
							Example : 
							ଭଗବାନଙ୍କୁ ଆମର ଏତିକି ପ୍ରାର୍ଥନା ଯେ ସେ ସମସ୍ତଙ୍କୁ ସଦ୍ବୁଦ୍ଧି ଦିଅନ୍ତୁ ଯେଉଁଠି ସୁମତି ସେଇଠି ସଂପତ୍ତି
							
Synonyms : ସଦ୍ବୁଦ୍ଧି, ସୁବୁଦ୍ଧି
Translation in other languages :
Sound practical judgment.
Common sense is not so common.