Meaning : ଯାହାର କୌଣସି ରୋଗ ନାହିଁ ବା ଯାହାର ସ୍ୱାସ୍ଥ୍ୟ ଭଲ ଅଛି
							Example : 
							ଏବେ ଆପଣଙ୍କ ଶରୀର ସୁସ୍ଥ  ସୁସ୍ଥ ଶରୀରରେ ହିଁ ସୁସ୍ଥ ମସ୍ତିଷ୍କର ବିକାଶ ହୁଏ  ଏହି ଔଷଧପ୍ରଭାବରେ ଦୁଇଦିନ ମଧ୍ୟରେ ମୋ ରୋଗ ଭଲ ହୋଇଗଲା
							
Synonyms : ନିରାମୟ, ନୀରୋଗ, ରୋଗଶୂନ୍ୟ
Translation in other languages :
जिसे कोई रोग न हो या जिसका स्वास्थ्य अच्छा हो।
अब आपका शरीर स्वस्थ है।