Meaning : ଯେଉଁମାନେ ବାସ କରିଛନ୍ତି
							Example : 
							ଆମେରିକାରେ ବସବାସ କରୁଥିବା ଭାରତୀୟମାନେ ଭାରତକୁ ସାହାଯ୍ୟ କରିବା ଉଚିତ
							
Synonyms : ବସବାସ କରୁଥିବା, ରହୁଥିବା
Translation in other languages :
Meaning : କୌଣସି ବିଶେଷ ସ୍ଥାନ ବା ସ୍ଥିତିରେ ସ୍ଥିରଥିବା ବା ଦୀର୍ଘଦିନଧରି ଥିବା
							Example : 
							ଭାରତର ଉତ୍ତରରେ ହିମାଳୟ ଅବସ୍ଥିତ
							
Translation in other languages :