Meaning : ଯେଉଁ ମାରପିଟରେ ଟାଣିବା ବା ଠେଲିବାପାଇଁ ହାତ, ଗୋଡ଼ ଦୁଇଟିର ପ୍ରୟୋଗ କରାଯାଏ
							Example : 
							ସେ ଦୁଇଜଣଙ୍କ ମଧ୍ୟରେ ହାତାହାତି ହୋଇଗଲା
							
Synonyms : ମରାମରି, ମାରଧର, ମାରପିଟ
Translation in other languages :
वह मारपीट जिसमें खींचने या ढकेलने के लिए हाथ,पैर दोनों का प्रयोग किया जाता है।
उन दोनों में खूब हाथापाई हुई।