Meaning : ପାଣି ବହିବାକୁ ଅଟକାଇବାପାଇଁ ତିଆରି ହୋଇଥିବା ହିଡ଼ ବା ବନ୍ଧ
							Example : 
							ହିଡ଼ ଭାଙ୍ଗିଗଲା ଏବଂ ଖେତର ସବୁ ପାଣି ବହିଗଲା
							
Translation in other languages :
Meaning : ଖେତଆଦିର ସୀମା ସୂଚକ ମାଟି ତିଆରି ଉଚ୍ଚ ରେଖା ବା ବନ୍ଧ
							Example : 
							ଭାଇମାନଙ୍କ ମଧ୍ୟରେ ବଣ୍ଟାହେବା କାରଣରୁ ଗୋଟିଏ ଖେତରେ କେତେଗୁଡିଏ ହିଡ଼ ପଡ଼ିଗଲା
							
Synonyms : ହୁଡ଼ା
Translation in other languages :