Meaning : ଭୟ ବା ଦୁଃଖରେ ମନ ଚଞ୍ଚଳ ହେବା
							Example : 
							କୌଣସି ଅନିଷ୍ଟ ଆଶଙ୍କାରେ ମନ ଆତଙ୍କିତ ହେଉଛି
							
Synonyms : ଆତଙ୍କିତ ହେବା, ଆଶଙ୍କିତ ହେବା, ଡରିବା
Translation in other languages :
Be overcome by a sudden fear.
The students panicked when told that final exams were less than a week away.