Subscribe
URL of the page has been copied to clipboard.
Meaning : ଯାହା କଳ୍ପନାର ବାହାରେ ବା ଯାହା କଳ୍ପନୀୟ ନୁହେଁ
Example : ଆପଣଙ୍କ ଚିନ୍ତାଧାରା ମୋପାଇଁ କଳ୍ପନାତୀତ
Synonyms : ଅକଳ୍ପନୀୟ, ଅକଳ୍ପିତ, ଅଚିଂତ୍ୟ, କଳ୍ପନାତୀତ
Translation in other languages :हिन्दी English
जो कल्पना से परे हो या कल्पनीय न हो।
Totally unlikely.
Meaning : ଯେ ଭାବନା ବା ଚିନ୍ତନ ଅବସ୍ଥାକୁ ଆସିପାରନ୍ତି ନାହିଁ
Example : ତାହା ମୋପାଇଁ ଅଚିନ୍ତନୀୟ ବିଷୟ
Synonyms : ଅଚିଂତ୍ୟ, ଅଚିନ୍ତ୍ୟ, ଅଭାବନୀୟ
जो भावना या चिंतन में न आ सके।
Meaning : ଯାହା ବିଚାରଣୀୟ ନୁହେଁ ବା ଯାହା ସମ୍ପର୍କରେ ବିଚାର କରିବା ଆବଶ୍ୟକ ନୁହେଁ
Example : ଏହା ଅବିଚାରଣୀୟ କଥା
Synonyms : ଅବିଚାରଣୀୟ, ଅବିଚାର୍ଯ୍ୟ
जो विचारणीय न हो या जिसपर विचार करना आवश्यक न हो।
Incapable of being conceived or considered.
Install App