Meaning : ମାଟିଆ ମିଶା ଲାଲ୍ ରଙ୍ଗର ହୋଇଥିବା କପୋତ ଭଳି ଏକ ପ୍ରକାରର ପକ୍ଷୀ
							Example : 
							ଶିକାରୀ ଗୋଟିଏ ନିଶାଣରେ କପୋତକୁ ଭୂମି ଉପରକୁ ଖସାଇ ଦେଲା
							
Synonyms : ଅଣ୍ଡିରା କପୋତ, ଅଣ୍ଡିରା ପାରା, କାପତା
Translation in other languages :
Any of numerous small pigeons.
dove