Meaning : ମାତା-ପିତାଦ୍ୱାରା ତ୍ୟାଗ କରାଯାଇଥିବା ବାଳକ ଯେ ଅନ୍ୟଦ୍ୱାରା ପୁତ୍ର ଭଳି ପାଳିତ ହୁଏ
							Example : 
							ସେ ନିଜର ପ୍ରକ୍ଷିପ୍ତ ଜୀବନକୁ ସାର୍ଥକ କରିବାକୁ ଚାହୁଁଛି
							
Synonyms : ପରିତ୍ୟକ୍ତ, ପ୍ରକ୍ଷିପ୍ତ
Translation in other languages :
माता-पिता द्वारा त्यागे हुए बालक का जो अन्य द्वारा पुत्रवत् पाला जाय।
वह अपने अपविद्ध जीवन को सार्थक बनाना चाहता है।