Meaning : ଯାହା ପ୍ରତ୍ୟାଶିତ ନୁହେଁ
							Example : 
							ମୋହନ ଭଳି ଛାତ୍ର ମଧ୍ୟ ଅପ୍ରତ୍ୟାଶିତ ଭାବରେ ପରୀକ୍ଷାରେ ଫେଲ୍ ହୋଇଗଲା
							
Synonyms : ଅନପେକ୍ଷିତ, ଅପ୍ରତ୍ୟାଶିତ, ନିରପେକ୍ଷିତ
Translation in other languages :
जो अपेक्षित न हो।
मोहन जैसा छात्र भी अनपेक्षित रूप से परीक्षा में फेल हो गया।