Meaning : ଉପରୁ ତଳକୁ ଆସୁଥିବା ବ୍ୟକ୍ତି ବା ଓଲ୍ଲାଉଥିବା ବ୍ୟକ୍ତି
							Example : 
							ଅତ୍ୟଧିକ ଢାଲୁ କାରଣରୁ ଅବରୋହକ ବଡ ସାବଧାନ ସହ ଓଲ୍ଲାଉ ଥିଲା
							
Translation in other languages :
Someone who descends.
descenderMeaning : ଉପର ବା ଉଞ୍ଚାରୁ ତଳ ଆଡକୁ ଆସିବା ବା ଓହ୍ଳେଇବା ବାଲା
							Example : 
							ଅବରୋହକ ଦଳ ଏଠାରେ ତମ୍ବୁ ପକେଇଛନ୍ତି
							
Translation in other languages :
Coming down or downward.
descending