Meaning : ଯେଉଁ ପୁରୁଷ ବିବାହିତ ନୁହେଁ
							Example : 
							ଏହି ପଦ ନିମନ୍ତେ କେବଳ ଅବିବାହିତ ହିଁ ଆବେଦନ କରି ପାରିବେ
							
Synonyms : ଅବିବାହିତ ପୁରୁଷ, କୁମାର, ବାଡ଼ୁଅ
Translation in other languages :
Meaning : ଯାହାର ବାହାଘର ହୋଇନାହିଁ
							Example : 
							ଅବିବାହିତ ପୁରୁଷ ହିଁ ଏହି ପଦପାଇଁ ପ୍ରାର୍ଥୀ ହୋଇପାରିବେ
							
Translation in other languages :