Meaning : ଯାହା ବ୍ରାହ୍ମଣନିଷ୍ଠ ନୁହେଁ
							Example : 
							ମୁଁ ଅବ୍ରାହ୍ମଣ୍ୟ ସଙ୍ଗତିରୁ ଦୂରରେ ରହିବାକୁ ଚାହୁଁଛି
							
Translation in other languages :
Meaning : ହିଂସା ଆଦି କର୍ମ
							Example : 
							ହିଂସାକର୍ମରେ ଲିପ୍ତ ବ୍ୟକ୍ତି ଅଶାନ୍ତ ରହେ
							
Synonyms : ହିଂସାକର୍ମ
Translation in other languages :
Meaning : ଯାହା ବ୍ରାହ୍ମଣ୍ୟ କରିବା ଯୋଗ୍ୟ ନୁହେଁ
							Example : 
							ସେ ଅବ୍ରାହ୍ମଣୀୟ କର୍ମ କରିବାରେ ସାମାନ୍ୟ ଦ୍ୱିଧାବୋଧ କରନ୍ତି ନାହିଁ
							
Synonyms : ଅବ୍ରାହ୍ମଣୀୟ
Translation in other languages :