Meaning : ଯାହାଙ୍କ ଉପରେ କେହି ଅଭିଯୋଗ ବା ମକଦ୍ଦମା କରିଛି
							Example : 
							ପୋଲିସକୁ ଚକମା ଦେଇ ଅଭିଯୁକ୍ତ ଫେରାର ହୋଇଗଲା
							
Translation in other languages :
A defendant in a criminal proceeding.
accusedMeaning : ନ୍ୟାୟାଳୟରେ ଯାହାକୁ ଦୋଷୀ ବୋଲି ସାବ୍ୟସ୍ତ କରାଯାଇଛି
							Example : 
							ଦୋଷୀ ଦଣ୍ଡ କମ୍ ପାଇବାପାଇଁ ପ୍ରାର୍ଥନା କରିଆସୁଛି କିନ୍ତୁ ନ୍ୟାୟାଧୀଶ ତାର କୌଣସି କଥା ଶୁଣିଲେ ନାହିଁ
							
Synonyms : ଦୋଷୀ
Translation in other languages :
न्यायालय में जिसका दोषी होना सिद्ध हो गया हो।
सजायाफता व्यक्ति सजा कम करने की याचना करता रहा पर न्यायाधीश ने उसकी एक न सुनी।Meaning : ଅଭିଯୋଗ କରିବା ଯୋଗ୍ୟ ବା ଯାହା ଉପରେ ଅଭିଯୋଗ କରାଯାଇପାରେ
							Example : 
							ଏହା ଅଭିଯୁକ୍ତ କାର୍ଯ୍ୟ
							
Translation in other languages :