Meaning : ଯାହା ଗୋପନୀୟ ନୁହେଁ
							Example : 
							ଏହା ଖୋଲାଖୋଲି କଥା, ଏହି ବିଷୟ ଆପଣ ମଧ୍ୟ ଜାଣିପାରନ୍ତି
							
Synonyms : ଅଗୋପନୀୟ, ଖୋଲାଖୋଲି, ଖୋଲାମେଲା, ପ୍ରକାଶ ଯୋଗ୍ୟ, ପ୍ରକାଶ୍ୟ
Translation in other languages :
Not concealed or hidden.
Her unconcealed hostility poisoned the atmosphere.