Meaning : ଅଶ୍ୱାରୋହୀସେନାଙ୍କ ଅଧିକାରୀ
							Example : 
							ବଳୀ ଶାହା ଜଣେ ଶ୍ରେଷ୍ଠ ଅଶ୍ୱାଧ୍ୟକ୍ଷ ଥିଲେ
							
Synonyms : ଅଶ୍ୱାଧ୍ୟକ୍ଷ
Translation in other languages :
Meaning : ମଦ୍ରଦେଶର ଜଣେ ଧର୍ମପରାୟଣ ରାଜା
							Example : 
							ଅଶ୍ୱପତି ସାବିତ୍ରୀଙ୍କ ପିତା ଥିଲେ
							
Translation in other languages :
An imaginary being of myth or fable.
mythical beingMeaning : କୈକୟଦେଶର ରାଜକୁମାରଙ୍କ ଉପାଧି
							Example : 
							ରାଜକୁମାରଙ୍କୁ ଅଶ୍ୱପତି ଉପାଧିରେ ସମ୍ମାନିତ କରାଗଲା
							
Translation in other languages :
Meaning : ଘୋଡ଼ା ମାଲିକ
							Example : 
							ଅଶ୍ୱପତିଙ୍କପାଖରେ ପଚାଶଟି ଘୋଡ଼ା ଅଛନ୍ତି
							
Translation in other languages :
Meaning : ଭରତଙ୍କ ମାମୁଁ
							Example : 
							ଅଶ୍ୱପତିଙ୍କ ଉଲ୍ଲେଖ ରାମାୟଣରେ ମିଳେ
							
Translation in other languages :
An imaginary being of myth or fable.
mythical being