Meaning : ଯିଏ କୌଣସି ରୋଗରେ ପୀଡ଼ିତ
							Example : 
							ଅନୁନ୍ନତ କ୍ଷେତ୍ରରେ ଅଧିକାଂଶ ରୋଗୀ ଔଷଧ ଅଭାବରୁ ମରିଯାନ୍ତି
							
Synonyms : ପୀଡ଼ିତ, ବେମାର, ରୋଗଗ୍ରସ୍ତ, ରୋଗଣା, ରୋଗଣିଆ, ରୋଗୀ
Translation in other languages :
Somewhat ill or prone to illness.
My poor ailing grandmother.