Meaning : ତାଳପକାଇବାର ଶବ୍ଦ
							Example : 
							ସଙ୍ଗୀତ ଶିଖୁଥିବା ପିଲାମାନଙ୍କର ତାଳପକା ଶବ୍ଦ ସ୍ପଷ୍ଟ ଶୁଣା ଯାଉଥିଲା
							
Synonyms : ତାଳପକା ଶବ୍ଦ
Translation in other languages :
Meaning : ତାଳ ପକାଇବାର କ୍ରିୟା
							Example : 
							ବୀଣାର ମଧୁର ତାନ ମଝିରେ ତବଲାବାଦକର ତାଳପକା ଶବ୍ଦ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଛି
							
Synonyms : ତାଳପକା ଶବ୍ଦ
Translation in other languages :
ताल ठोंकने की क्रिया।
वीणा के मधुर तान के बीच तबलची का आस्फोटन दर्शकों को मंत्रमुग्ध किए हुए है।