Subscribe
URL of the page has been copied to clipboard.
Meaning : ଯାହାର ବାସ ନାହିଁ
Example : ସେ ବସତିବିହୀନ କ୍ଷେତ୍ରରେ ଏକୁଟିଆ ବୁଲୁଥିଲା ସେ ବାସହୀନ ପରିବାରର ସଦସ୍ୟ
Synonyms : ଘରନଥିବା, ଘରହୀନ, ବସତିବିହୀନ, ବାସହୀନ
Translation in other languages :हिन्दी
जो बसा हुआ न हो।
Meaning : ଯାହା କେବେ ଜନବସତିପୂର୍ଣ୍ଣ ଥିଲା କିନ୍ତୁ ଏବେ କୌଣସି କାରଣରୁ ନିର୍ଜନ ହୋଇଯାଇଛି
Example : ଆଜିକାଲି ଅଧିକାଂଶ ଗ୍ରାମବାସୀ ଉଜୁଡ଼ିଯାଇଥିବା ଗ୍ରାମ ଅପେକ୍ଷା ସହରରେ ରହିବା ପସନ୍ଦ କରନ୍ତି
Synonyms : ଉଜୁଡ଼ିଯାଇଥିବା
जो किसी समय बसा हो पर अब किसी कारण से निर्जन हो गया हो।
Install App