Meaning : ଯେଉଁ ଦିଗରୁ ଜଳ ପ୍ରବାହ ଆସେ
							Example : 
							ମାଛମାନେ ଉଠାଣି ଆଡ଼କୁ ଉଠୁଛନ୍ତି
							
Translation in other languages :
Meaning : ଯେଉଁସ୍ଥାନ ଉପରଆଡ଼କୁ ଉଚା ହୋଇଯାଇଛି
							Example : 
							ଉଠାଣି ଉପରେ ଗାଡ଼ି ଧୀରେ ଚଲାଇବା ଉଚିତ
							
Translation in other languages :
Meaning : ଉପର ହେବାର ଅବସ୍ଥା
							Example : 
							ଉଠାଣିରେ ବାୟୁର ଚାପ କମ ହୁଏ
							
Translation in other languages :