Meaning : କାର୍ଯ୍ୟରେ ଉତ୍ସାହ ନ ଦେଖାଉଥିବା ବ୍ୟକ୍ତି
							Example : 
							କମ୍ପାନୀ ନିରୁତ୍ସାହ ବ୍ୟକ୍ତିଙ୍କୁ ବାହାର କରିଦେଲା
							
Synonyms : ଉତ୍ସାହଶୂନ୍ୟ, ନିରୁତ୍ସାହ
Translation in other languages :
Meaning : ଯେଉଁଥିରେ ଉତ୍ସାହ ଓ ସ୍ଫୂର୍ତ୍ତି ନାହିଁ
							Example : 
							ନିରୁତ୍ସାହୀ ଖେଳାଳୀମାନଙ୍କୁ ଦଳରୁ ବାହାର କରିଦିଆଗଲା
							
Synonyms : ଅନୁତ୍ସାହୀ, ନିରୁତ୍ସାହୀ, ସ୍ଫୂର୍ତ୍ତିହୀନ
Translation in other languages :
जिसमें उत्साह या स्फूर्ति न हो।
निरुत्साहित खिलाड़ियों को दल से बाहर कर दिया गया।Feeling or showing little interest or enthusiasm.
A halfhearted effort.