Meaning : ପାହାଡ଼ିଆ ଅଞ୍ଚଳରେ ହେଉଥିବା ଏକ ଘାସ
							Example : 
							କଙ୍ଗନା ଘାସ ବଳଦ,ଘୋଡ଼ା ଆଦି ବଡ଼ ଆଗ୍ରହରେ ଖାଆନ୍ତି
							
Synonyms : କଂଗନା, କଂଗନା ଘାସ, କଙ୍ଗନା ଘାସ
Translation in other languages :
Meaning : ଏକ ପ୍ରକାରର ଗୀତ
							Example : 
							କଙ୍କଣ ବାନ୍ଧିବା ସମୟରେ କଙ୍ଗନା ଗୀତ ଗାନ କରାଯାଏ
							
Synonyms : କଂଗନା, କଂଗନା ଗୀତ, କଙ୍ଗନା ଗୀତ
Translation in other languages :