Meaning : କନା ଓ କାଗଜ ଆଦିରେ ତିଆରି କଣ୍ଢେଇ ଯେଉଁଥିରେ ପିଲାମାନେ ଖେଳନ୍ତି
							Example : 
							ବାପା ପବନପାଇଁ ଏକ କଣ୍ଢେଇ କିଣିଲେ
							
Synonyms : ପିତୁଳା
Translation in other languages :
Meaning : ଲୁଗା, ପ୍ଲାଷ୍ଟିକଆଦିର ଯେଉଁ ଖେଳନାରେ ଛୋଟ ଛୁଆମାନେ ଖେଳନ୍ତି
							Example : 
							ଛୁଆମାନେ ଖେଳନାରେ ଖେଳୁଛନ୍ତି
							
Translation in other languages :