Meaning : ଯାହା ଧ୍ୱନି ବା ଶବ୍ଦ ରୂପରେ ପ୍ରକଟ ହୋଇଥାଏ
							Example : 
							ଅର୍ଜୁନଙ୍କ ଧନୁର ଟଙ୍କାରରେ ଚଉଦିଗ ନିନାଦିତ ହୋଇଉଠିଲା
							
Synonyms : ନିନାଦିତ, ପ୍ରତିଧ୍ୱନିତ
Translation in other languages :
Meaning : କମ୍ପୁଥିବା ବା ହଲୁଥିବା
							Example : 
							ଜରରେ ଥରୁଥିବା ପିଲାଟିକୁ ଡାକ୍ତରଖାନା ନିଆଗଲା
							
Translation in other languages :