Meaning : ଜଣେ ଋଷି ଯାହାଙ୍କର ସୃଷ୍ଟି ବ୍ରହ୍ମାଙ୍କ ଛାୟାରୁ ହୋଇଥିଲା ବୋଲି ବିଶ୍ୱାସ କରାଯାଏ
							Example : 
							ସ୍ୱୟମ୍ଭୁବ ମନୁ ଏବଂ ଶତରୂପାଙ୍କ କନ୍ୟା ଦେବହୂତିଙ୍କ ବିବାହ କର୍ଦମ ଋଷିଙ୍କ ସହିତ ହୋଇଥିଲା
							
Synonyms : କର୍ଦମ ଋଷି
Translation in other languages :
A mentor in spiritual and philosophical topics who is renowned for profound wisdom.
sageMeaning : ପ୍ରଜାପତିଙ୍କର ଜଣେ ପୁତ୍ର
							Example : 
							ରାଜା କର୍ଦମ ବାହ୍ଲିକର ରାଜା ଥିଲେ
							
Synonyms : ଇଳ, ରାଜା ଇଳ, ରାଜା କର୍ଦମ
Translation in other languages :
An imaginary being of myth or fable.
mythical being