Meaning : ମାନସିକ ବା ଶାରୀରିକ ପୀଡ଼ାର ପ୍ରାଧାନ ଘଟିବା
							Example : 
							ବିବାହ ପରେ ଦୁଇ-ତିନି ବର୍ଷ ପର୍ଯ୍ୟନ୍ତ ଗୀତା ଶ୍ୱଶୁର ଘରେ ବହୁତ କଷ୍ଟ ସହିଲା
							
Synonyms : କଷ୍ଟ ଭୋଗିବା, ଦୁଃଖ ସହିବା
Translation in other languages :
मानसिक या शारीरिक पीड़ा की दौर से गुज़रना।
शादी के बाद दो-तीन साल तक गीता ससुराल में बहुत कष्ट सही।