Meaning : କାନ୍ଥଭଳି ସୀଧା ବା ଦଣ୍ଡାୟମାନ ପଥରର ସମତଳ ସ୍ତର
							Example : 
							ପାହାଡ଼ ଓ ଗୁମ୍ଫାଗୁଡ଼ିକରେ କାନ୍ଥ ଥାଏ
							
Translation in other languages :
A vertical (or almost vertical) smooth rock face (as of a cave or mountain).
wallMeaning : (ଶରୀର ବିଜ୍ଞାନ) ଯେଉଁ ପରସ୍ତଟି ଶରୀରର କୌଣସି ସରଞ୍ଚନା ଆଦିକୁ ଘେରି ରହିଛି
							Example : 
							ବାହିକାର ଭିତ୍ତି ଟିକେ ମୋଟା ହୋଇଥାଏ  କୋଶିକାଗୁଡ଼ିକର ବି ଭିତ୍ତି ଥାଏ
							
Synonyms : ଭିତ୍ତି
Translation in other languages :