Meaning : ସେତିକି ବସ୍ତୁ ବା ଅଂଶ ଯାହାକୁ ଥରକରେ ଘଣାରେ ଢାଳି ପେଡ଼ା ଯାଇପାରେ ବା ଚକିରେ ପେଷା ଯାଇପାରେ
							Example : 
							ପେଷିବା ପାଇଁ ଆଉ ଦୁଇ ଥର ବାକି ଅଛି
							
Translation in other languages :
Meaning : କିସ୍ତିରେ ଶୁଝାଯାଉଥିବା ଋଣର ସେହି ଅଂଶ
							Example : 
							ମୁଁ ଏହି ମାସର କିସ୍ତି ଜମା କରିଦେଇଛି
							
Meaning : ଋଣ କିମ୍ବା ଦେବାକୁଥିବା କୌଣସି ଅଂଶ ଯାହା ଏକ ସମୟରେ ଦିଆଯାଏ
							Example : 
							ମୁଁ ଏହି ଋଣ କିସ୍ତିରେ ଶୁଝିବି
							
Translation in other languages :
A payment of part of a debt. Usually paid at regular intervals.
installment