Meaning : କୌଣସି ସୁନ୍ଦର ବା ପ୍ରିୟ ମନୁଷ୍ୟ ବା ବସ୍ତୁ ଉପରେ ପଡ଼ୁଥିବା ଦୃଷ୍ଟିର ଖରାପ ପ୍ରଭାବ
							Example : 
							ଲୋକଙ୍କ ନଜର ଦୃଷ୍ଟିରୁ ବଞ୍ଚାଇବାପାଇଁ ମା’ ତାର ପିଲା ମଥାରେ କଳା ଟୋପା ଲଗାଇଦେଲେ
							
Synonyms : କୁନଜର, ଖରାପ ଦୃଷ୍ଟି, ନଜର
Translation in other languages :
A look that is believed to have the power of inflicting harm.
evil eye