Meaning : ଯାହା ହାତରେ କ୍ଷମତା ଅଛି
							Example : 
							କ୍ଷମତାଧାରୀ ଇଂରେଜମାନେ ଶାସନାଧୀନ ଭାରତୀୟମାନଙ୍କ ଉପରେ ବହୁତ ଜୁଲୁମ୍ କରିଥିଲେ
							
Synonyms : କ୍ଷମତାଧାରୀ, ଶାସକ, ସତ୍ତାଧାରୀ
Translation in other languages :
वह जिसके हाथ में सत्ता हो।
अंग्रेज सत्ताधारियों ने गुलाम भारतीयों पर बहुत ज़ुल्म किये।(usually plural) persons who exercise (administrative) control over others.
The authorities have issued a curfew.