Meaning : ଗଛଲତାର ପତ୍ର, ଡେମ୍ଫ ଛିଣ୍ଡାଇଲେ ସେଥିରୁ ବାହାରୁଥିବା ଧଳା ରସ
							Example : 
							ଛିଣ୍ଡାଯାଇଥିବା ପତ୍ରଗୁଡ଼ିକରୁ କ୍ଷୀର ବାହାରୁଥିଲା
							
Synonyms : କ୍ଷୀର, ବୃକ୍ଷର ନିର୍ଯାସ, ରସ
Translation in other languages :
A milky exudate from certain plants that coagulates on exposure to air.
latex