Meaning : ସଫା ଓ ଥଣ୍ଡାରଖିବାପାଇଁ ସାରା ଶରୀରକୁ ଜଳରେ ଧୋଇବା କାର୍ଯ୍ୟ
							Example : 
							ସନ୍ଥମାନେ ସ୍ନାନ କଲାପରେ ପୂଜାପାଠ କରନ୍ତି
							
Synonyms : ଗାଧୁଆପାଧୁଆ, ସ୍ନାନ
Translation in other languages :
Meaning : ଯେଉଁଥିରେ ସ୍ନାନ କରାଯାଇଛି
							Example : 
							ଗାଧୁଆ ପାଣି ଦୂଷିତ ହେବାର ଆଶଙ୍କା ଅଛି
							
Translation in other languages :