Meaning : ଗୋଟିଏ କଣ୍ଟାଳିଆ ବୁଦା ଗଛ ଯେଉଁଥିରେ ସୁନ୍ଦର ସୁଗନ୍ଧିତ ଫୁଲ ଫୁଟେ
							Example : 
							ସେ ନିଜ ଘର ସାମ୍ନାରେ ଗୋଲାପ ଲଗାଇଛି
							
Translation in other languages :
Meaning : ଗୋଟିଏ କଣ୍ଟାଳିଆ ଗଛରେ ହେଉଥିବା ଏକ ସୁନ୍ଦର, ସୁଗନ୍ଧିତ ପୁଷ୍ପ
							Example : 
							ଫୁଲ ବଗିଚାରେ କେତେ ରଙ୍ଗର ଗୋଲାପ ଫୁଟିଛି  ଗୋଲାପର ଆନନ୍ଦ ନେବାପାଇଁ କଣ୍ଟାର ସମ୍ମୁଖୀନ ହେବାକୁ ପଡ଼େ
							
Translation in other languages :
एक सुन्दर सुगंधित पुष्प जिसका पौधा काँटेदार होता है।
पुष्पवाटिका में कई रंग के गुलाब खिले हुए हैं।