Meaning : ଚାରିଦିଗରୁ ଅଟକାଇବା ବା ଘେର ମଧ୍ୟରେ ରଖିବା
							Example : 
							ଶ୍ୟାମ ନିଜ ବଗିଚାକୁ କଣ୍ଟା ତାରରେ ଘେରୁଛି  ଆମର ସୈନିକମାନେ କିଛି ଶତ୍ରୁ ସୈନିକଙ୍କୁ ଘେରିଛନ୍ତି
							
Translation in other languages :
चारों ओर से रोकना या घेरे में लाना।
श्याम अपने बगीचे को कँटीले तारों से घेर रहा है।Meaning : ଚାରିଆଡ଼ୁ ରୋକିବା ବା ଘେରାଉକରିବା
							Example : 
							ଗ୍ରାମବାସୀଙ୍କଦ୍ୱାରା ଜଣେ ଚୋରକୁ ଘେରାଉ କରାଗଲା  କଣ୍ଟାଳିଆ ତାରରେ ବଗିଚାକୁ ଘେରାଯାଉଛି
							
Synonyms : ଅବରୋଧ କରିବା, ଘେରାଇବା, ଘେରାଉ କରିବା
Translation in other languages :