Meaning : ଯେଉଁ ଶସ୍ୟ ବିଶେଷକରି ଡାଲି ରୂପରେ ଖିଆ ଯାଏ
							Example : 
							ଚଣାଛତୁ ବହୁତ ସ୍ୱାଦିଷ୍ଟ ହୋଇଥାଏ
							
Translation in other languages :
Meaning : ଏକ ଛୋଟଗଛ ଯାହାର ମଞ୍ଜିକୁ ଡାଲିରୂପେ ବ୍ୟବହାର କରାଯାଏ
							Example : 
							ଚାଷୀ ଖେତରେ ଚଣାରେ ପାଣି ମଡ଼ାଉଛି
							
Translation in other languages :
Asiatic herb cultivated for its short pods with one or two edible seeds.
chickpea, chickpea plant, cicer arietinum, egyptian pea