Meaning : ତଳେ ଆସିକରି ବା ଚାପିହୋଇ ବିକୃତ ହେବା
							Example : 
							ଗୋଟିଏ କୁକୁର ଗାଡ଼ିଦ୍ୱାରା ଚାପିହୋଇଗଲା  ଚକିରେ ତା’ ହାତ ପେଷିହୋଇଗଲା
							
Synonyms : ଦଳିଚକଟିହେବା, ପେଷିହେବା
Translation in other languages :
Become injured, broken, or distorted by pressure.
The plastic bottle crushed against the wall.