Meaning : ଧାତୁ, ପଥର, କାଠଆଦି ଉପରେ ଖୋଦନକରି ବନାଯାଉଥିବା ଅଙ୍କିତ ଚିତ୍ର
							Example : 
							ଏହି ଚେୟାରର କାରୁକାର୍ଯ୍ୟ ବହୁତ ସୁନ୍ଦର
							
Synonyms : କାରୁକାର୍ଯ୍ୟ
Translation in other languages :
A sculpture created by removing material (as wood or ivory or stone) in order to create a desired shape.
carvingMeaning : ରଙ୍ଗଦ୍ୱାରା ଚିତ୍ର କରିବା ପ୍ରକ୍ରିୟା
							Example : 
							ଶ୍ୟାମ ପେଣ୍ଟିଂରେ ଲାଗିଛି
							
Translation in other languages :
Meaning : ଚିତ୍ର କରିବା ବିଦ୍ୟା ବା କଳା
							Example : 
							ଶ୍ୟାମ ଚିତ୍ରକଳା ପ୍ରତିଯୋଗିତାରେ ପ୍ରଥମ ହେଲା
							
Synonyms : ଆଲେଖ୍ୟ ବିଦ୍ୟା, ଚିତ୍ରକାରୀ
Translation in other languages :
चित्र बनाने की विद्या या कला।
श्याम चित्रकला प्रतियोगिता में प्रथम आया।