Meaning : ସକାଳେ ବା ସଂଧ୍ୟାଆଦିରେ କରାଯାଉଥିବା ଅଳ୍ପ ଏବଂ ହାଲୁକା ଭୋଜନ
							Example : 
							ମୁଁ ଆଜି ଜଳଖିଆରେ ଗାଜର ହାଲୁଆ ଖାଇଲି
							
Synonyms : ଜଳଖିଆ
Translation in other languages :
Snacks and drinks served as a light meal.
refreshmentMeaning : ପାଣି ପିଇବା ଅବା ପିଆଇବା କାମ
							Example : 
							କିଛି ଲୋକ ଭୋଜନ ସହିତ ଆଚମନକୁ ପାଚନ କ୍ରିୟାର ବିରୋଧ ବୋଲି ମତ ଦିଅନ୍ତି
							
Synonyms : ଆଚମନ
Translation in other languages :