Meaning : ଗୋଟିଏ ଛୋଟ ବର୍ଷାକାଳୀନ ପୋକ ଯିଏ ବହୁତ ଜୋରରେ ଝିଂଝିଂ ଶବ୍ଦ କରିଥାଏ
							Example : 
							ନୀରବତା ମଧ୍ୟରେ ରହିରହି ଝିଙ୍କାରିର ଶବ୍ଦ ଶୁଣା ଯାଉଥିଲା
							
Translation in other languages :
Leaping insect. Male makes chirping noises by rubbing the forewings together.
cricket