Meaning : ଡେଇଁବାର କାମ ଅନ୍ୟକାହାଦ୍ୱାରା କରାଇବା
							Example : 
							ବାପା ପିଲାମାନଙ୍କୁ ଛୋଟ କେନାଲଟି ଡିଆଁଇଲେ
							
Synonyms : ଲଙ୍ଘାଇବା
Translation in other languages :
Meaning : ଡେଇଁବାକାମ ଅନ୍ୟ କାହାରିଦ୍ୱାରା କରାଇବା
							Example : 
							ଚୋରି କରିବାପାଇଁ ଚୋର ତା ସାଥୀକୁ ହତା ଭିତରକୁ ଡିଆଁଇଲା
							
Synonyms : କୁଦା ମରାଇବା, କୁଦା ମରେଇବା, କୁଦାଇବା, କୁଦେଇବା, ଡିଆଁ ମରାଇବା, ଡିଆଁ ମରେଇବା, ଡିଏଁଇବା
Translation in other languages :