Meaning : ଚୁଟି ବାନ୍ଧିବାପାଇଁ ଡୋର ବା ଫିତା
							Example : 
							ମୋ ଡୋରି କେଉଁଠି ହଜିଯାଇଛି
							
Translation in other languages :
Meaning : ଘାଘରା, ପାଇଜାମା ଆଦି ବାନ୍ଧିବାପାଇଁ ସୁତାର ସାଧାରଣ ଡୋର
							Example : 
							ଡୋରରେ ଗଣ୍ଠି ପଡ଼ିଯିବାରୁ ତାକୁ କାଟିବାକୁ ପଡ଼ିଲା
							
Synonyms : ଅଣ୍ଟାସୁତା, କମରସୁତା, ଡୋର
Translation in other languages :
A tie consisting of a cord that goes through a seam around an opening.
He pulled the drawstring and closed the bag.Meaning : ଡୋର ଭଳି ବଳି ହୋଇଥିବା ଯେଉଁ କନାକୁ ପିନ୍ଧିବା କାନି ବାନ୍ଧିବାପାଇଁ ଲଗାଯାଏ
							Example : 
							ମାଆ ଝିଅର ପୋଷାକର ଡୋର ବାନ୍ଧୁଛନ୍ତି
							
Synonyms : ଡୋର
Translation in other languages :