Meaning : କୌଣସି ବସ୍ତୁର ଉପର କିମ୍ବା ବାହାର ପାଖ
							Example : 
							ଖରାରେ କୂଅର ଜଳ ସ୍ତର ଖସିଯାଏ
							
Synonyms : ସ୍ତର
Translation in other languages :
Meaning : କୌଣସି ବସ୍ତୁର ଭିତର ତଳ ସ୍ତର
							Example : 
							ଲୋଟାର ତଳଅଂଶରେ ଭସ୍ମ ଜମିଯାଇଛି
							
Translation in other languages :
Meaning : କୌଣସି ବସ୍ତୁର ତଳଭାଗ ଯାହା ଆଧାରରେ ତାହା ଅଟକି ରହେ
							Example : 
							ଏହି କଡେଇର ତଳ ମୋଟା
							
Synonyms : ନିମ୍ନ ଭାଗ, ନିମ୍ନ ସ୍ଥଳ
Translation in other languages :
Meaning : ଜଳାଶୟର ତଳ ଭୂମି
							Example : 
							ଏହି ନଦୀର ତଳ ସଫା ଦେଖାଯାଉଛି
							
Synonyms : ତଳି
Translation in other languages :
Meaning : କୌଣସି ବସ୍ତୁର ତଳ ଅଂଶ
							Example : 
							ଏହି କବାଟର ନିମ୍ନ ଅଂଶ ନଷ୍ଟ ହୋଇଯାଇଛି
							
Translation in other languages :
Meaning : ଯେଉଁ ବ୍ୟକ୍ତି ଜାତି, ପଦ, ଗୁଣଆଦିରେ କମ୍
							Example : 
							ଉଚ୍ଚ ବର୍ଗର ଲୋକମାନେ ନିମ୍ନ ବର୍ଗର ଲୋକଙ୍କୁ ହଇରାଣ କରୁଥିଲେ
							
Translation in other languages :
Of low or inferior quality.
inferior