Meaning : ଯାହା ମଝିରୁ ଏପାଖ ସେପାଖ ଝୁଙ୍କିଛି ବା ବୁଲିପଡ଼ିଛି
							Example : 
							ଏହି ମନ୍ଦିରକୁ ଯିବାର ରାସ୍ତା ତେଢ଼ା
							
Synonyms : କୁଞ୍ଚିତ, ତେଢ଼ା, ବଙ୍କା
Translation in other languages :
जो बीच में इधर-उधर झुका या घूमा हो।
इस मन्दिर पर जाने का रास्ता घुमावदार है।