Meaning : ଯାହା ତୈଳାଂଶ ଯୁକ୍ତ
							Example : 
							ମୁଁ ନିଜ ସ୍ୱାସ୍ଥ୍ୟ ଗଢ଼ିବାପାଇଁ ଚର୍ବିଯୁକ୍ତ ଖାଦ୍ୟ ଭୋଜନ କରୁଛି
							
Synonyms : ଚର୍ବିଯୁକ୍ତ, ମେଦଯୁକ୍ତ, ସ୍ନେହସାରଯୁକ୍ତ
Translation in other languages :
Meaning : ତେଲଯୁକ୍ତ ବା ତୈଳ ସମ୍ବନ୍ଧୀୟ
							Example : 
							ତେଲିଆ ପଦାର୍ଥ ଖାଇଲେ ମୋଟାପଣ ବଢ଼େ
							
Translation in other languages :
Containing an unusual amount of grease or oil.
Greasy hamburgers.