Meaning : ହରିଡ଼ା, ବାହାଡ଼ା ଓ ଅଁଳା ଏ ତିନୋଟିର ସମାହାର
							Example : 
							ମହାତ୍ରିଫଳାର ପ୍ରୟୋଗ ଔଷଧ ଭାବେ ବ୍ୟବହୃତ ହୁଏ
							
Synonyms : ମହାତ୍ରିଫଳା
Translation in other languages :
Meaning : ହରିଡା, ବାହାଡା, ଏବଂ ଅଅଁଳାକୁ ମହୁରେ ମିଶାଇ ତିଆରି କରା ଯାଉଥିବା ଗୋଟିଏ ଔଷଧ
							Example : 
							ପାଚନ ଶକ୍ତି ବଢାଇବାପାଇଁ ବୈଦ୍ୟ ମହାଶୟ ତ୍ରିଫଳା ଖାଇବାକୁ କହିଲେ
							
Translation in other languages :
हड़, बहेड़े और आँवले को शहद में मिलाकर तैयार की जाने वाली एक औषधि।
वैद्यजी ने पाचनशक्ति बढ़ाने के लिए इत्रीफल लेने कहा है।