Meaning : ସଚ୍ଚା ଚିତ୍ରଣ ବା ପ୍ରତିବିମ୍ବ
							Example : 
							ଜଣେ ଭଲ ମିତ୍ର ଦର୍ପଣଭଳି କାରଣ ସେ ଭଲ ଓ ମନ୍ଦ ଉଭୟ ବିଷୟରେ ଦର୍ଶାଇଥାଏ
							
Translation in other languages :
Meaning : ଯେଉଁ ମୁଦିରେ କାଚ ଲାଗିଛି
							Example : 
							ସୀତା ନିଜ ହାତର ଅନାମିକାରେ ପିନ୍ଧିଥିବା  ଦର୍ପଣକୁ ବାରମ୍ବାର ଦେଖୁଥିଲା
							
Translation in other languages :
वह अँगूठी जिसमें शीशा जड़ा हो।
सीता अपने हाथ की अनामिका में पहनी हुई आरसी को बार-बार निहार रही थी।Meaning : ଯେଉଁ କାଚରେ ମୁହଁଆଦି ଦେଖନ୍ତି
							Example : 
							କେତେକ ଝିଅ ନିଜ ପର୍ସରେ ଦର୍ପଣ ରଖନ୍ତି
							
Translation in other languages :
Polished surface that forms images by reflecting light.
mirror